odisha's weather report
ଓଡ଼ିଶା  ପାଣିପାଗ 

ଗରମରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ଗରମରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର ଭୁବନେଶ୍ୱର: ଅପ୍ରେଲ ୨୫: ଓଡିଶାରେ କଲବଲ କଲାଣି ଗ୍ରଷ୍ମପ୍ରବାହ । ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ରୌଦ୍ରତାପରେ ଲୋକେ ହନ୍ତସନ୍ତ। ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ .୩ ଡିଗ୍ରୀ ରେକର୍ଡ ହୋଇଥିଲା। ସୋନପୁର ୪୩.୮ ଡିଗ୍ରୀ ତାପମାତ୍ରା ସହ ହୋଇଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। କେବେଳ ସେତିକି ନୁହେଁ ରାଜ୍ୟର ୨୮ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୮ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା। ଅନୁଗୁଳରେ ତାପମାତ୍ରା ୪୩.୧, […]
Read More...

Advertisement