Odisha record COVID cases
ଓଡ଼ିଶା 

ଓଡ଼ିଶାରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୨୬୪ କୋଭିଡ-୧୯ କେଶ

ଓଡ଼ିଶାରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୨୬୪ କୋଭିଡ-୧୯ କେଶ ଭୁବନେଶ୍ୱର: ଜୁଲାଇ ୨୩: ଓଡ଼ିଶାରେ ରେକର୍ଡ ସଂଖ୍ୟକ କୋଭିଡ ପଜିଟିଭ ଚିହ୍ନଟ ହେଲେ I ୨୪ ଘଂଟାରେ ୧୨୬୪ ଜଣ ଚିହ୍ନଟ ହେବା ଏବେ ରାଜ୍ୟରେ ଚର୍ଚା ର ବିଷୟ ପାଲଟିଛି I ତେବେ, ସେଥିରୁ ୪୧୭ ଜଣ ହେଉଛନ୍ତି Local Contact Case I ବାକି ୮୪୭ ଜଣ Quarantine ରେ ଥିଲେ I ୧୨୬୪ ଜଣ ଙ୍କ ମଧ୍ୟରେ, କେବଳ ଗଂଜାମ ର ସର୍ବାଧିକ ୫୪୦ ଜଣ ଅଛନ୍ତି I ସେହିପରି, ଖୋର୍ଦ୍ଧା ରୁ […]
Read More...

Advertisement