odisha panchayat election 2022
ଓଡ଼ିଶା 

ତାତିଲା ନିର୍ବାଚନ ମଇଦାନ: ୮୫୧ ଜିଲ୍ଲା ପରିଷଦ ପାଇଁ ୩, ୪୦୭ ପ୍ରାର୍ଥୀ

ତାତିଲା ନିର୍ବାଚନ ମଇଦାନ: ୮୫୧ ଜିଲ୍ଲା ପରିଷଦ ପାଇଁ ୩, ୪୦୭ ପ୍ରାର୍ଥୀ ଭୁବନେଶ୍ୱର: ଫେବୃଆରୀ ୦୪: ରାଜ୍ୟ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରାର୍ଥୀ ଓ ଦଳୀୟକର୍ମୀଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର ଜୋର୍‌ଦାର ଚାଲିଛି । ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ଗୋଟିକରେ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲା ବେଳେ ଆଉ ଗୋଟିକର ପ୍ରଚାର ସବୟରେ ପ୍ରାର୍ଥୀଙ୍କ ମୃତୁ୍ୟ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି । ଏହାଛଡ଼ା ଅନ୍ୟ ୮୫୧ଟି ଜୋନ୍‌ରେ ଜିଲ୍ଲା ପରିଷଦ ସଦସ୍ୟ ପଇଁ ନିର୍ବାଚନ ଲଢ଼େଇ ଦଳୀୟ ଭିତ୍ତିରେ ଘମାଘୋଟ ହେଉଛି । […]
Read More...

Advertisement