ସରିଲା ଶୀତକାଳୀନ ବିଧାନସଭା ଅଧିବେଶନ

ସରିଲା ଶୀତକାଳୀନ ବିଧାନସଭା ଅଧିବେଶନ

ଭୁବନେଶ୍ୱର : ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶୀତକାଳୀନ ବିଧାନସଭା ଅଧିବେଶନ । ଗୃହକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ବର୍ଷର ଶେଷ ଅଧିବେଶନରେ ସମୁଦାୟ ୨୯ଟି କାର୍ଯ୍ୟ ଦିବସ ରୁ ମାତ୍ର ୧୧ ଦିନ ଚାଲିଲା ଗୃହ । ୧୭ ହଜାର ୪୪୦ କୋଟି ତାଙ୍କର ଅତିରିକ୍ତ ବ୍ୟମଞ୍ଜୁରୀ ବିଲ ଗୃହରେ ପାରିତ ହୋଇଛି । ସରକାରୀ କାର୍ଯ୍ୟକ୍ରମ ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି। ନଭେମ୍ବର ୨୭ରୁ ଅଧିବେଶନ ଆରମ୍ଭ ହୋଇଥିଲା ।

Read More ବର୍ତ୍ତମାନ କୌଣସି ପଞ୍ଚାୟତ କି ବ୍ଲକ୍ ଗଠନ ହେବ ନାହିଁ - ମନ୍ତ୍ରୀ

Tags: