ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ପାଇଁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏପ୍ରିଲ ୨ ତାରିଖ ପଶ୍ଚିମବଙ୍ଗ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଗସ୍ତ ସମୟରେ ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଶାବାସୀଙ୍କୁ ଭେଟିବେ । ଏପ୍ରିଲ ୨୩ ଏବଂ ୨୯ ରେ ୨ଟି ପର୍ଯ୍ୟାୟରେ ପଶ୍ଚିମ ବଙ୍ଗରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ ମାର୍ଚ୍ଚ ୮ ତାରିଖରେ ମଧ୍ୟ ପ୍ରଚାର ପାଇଁ ଯାଇଥିଲେ । ଓଡ଼ିଶାରେ ବିଜେପିର ବିଜୟ ପରେ, ମୁଖ୍ୟମନ୍ତ୍ରୀ ପଡ଼ୋଶୀ ରାଜ୍ୟଗୁଡ଼ିକରେ ବିଜେପିର ଜଣେ ପ୍ରଭାବଶାଳୀ ଷ୍ଟାର ପ୍ରଚାରକ ଭାବରେ ଉଭା ହୋଇଛନ୍ତି।

Tags: