ମେଟ୍ରୋ ପ୍ରକଳ୍ପ ପାଇଁ ଆନ୍ଦୋଳନ କରିବୁ - ସୁର
ଭୁବନେଶ୍ୱର : ମେଟ୍ରୋ ପ୍ରକଳ୍ପ ସ୍ଥଗିତ ନେଇ କଂଗ୍ରେସ ନେତା ସୁର ରାଉତରାୟଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ବିଜେଡି ସରକାର ସମୟରେ ଶୁଭ ଦେଇ ଦ୍ରୁତ ଗତିରେ କାମ ଆଗେଇ ଚାଲିଥିବାବେଳେ ବିଜେପି ସରକାର ଆସିବା ପରେ ତାହା ବନ୍ଦ ହୋଇଛି । ଏହାକୁ ନେଇ ଆନ୍ଦୋଳନ ଜୋର ଧରିବ ବୋଲି ଚେତାବନୀ ଦେଇଛନ୍ତି ସୁର ରାଉତରାୟ ।
Tags:



