ଗାନ୍ଧୀ ମାର୍ଗରେ ଆଦିବାସୀଙ୍କ ରଣ ହୁଙ୍କାର

ଗାନ୍ଧୀ ମାର୍ଗରେ ଆଦିବାସୀଙ୍କ ରଣ ହୁଙ୍କାର
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀରେ ଆଦିବାସୀ ସମାଜର ବିଶାଳ ସମାବେଶ । ଆଦିବାସୀଙ୍କ ରଣ ହୁଙ୍କାର ରେ କମ୍ପିଲା ଭୁବନେଶ୍ୱର ଗାନ୍ଧୀ ମାର୍ଗ । ବିଭିନ୍ନ ସମ୍ପ୍ରଦାୟର ଆଦିବାସୀ ମାନେ ପାରମ୍ପରିକ ବେଶ ଭୁଷା ସହ ନାଚ ଗୀତ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପେସା ଆଇନ ଲାଗୁ, ପରିବେଶ ସୁରକ୍ଷା, ଗୁଣାତ୍ମକ ଶିକ୍ଷା ସହ ଲୁଟ ହୋଇଥିବା ଜଙ୍ଗଲ ଜମି ଫେରସ୍ତ ପାଇଁ ସେମାନେ ଦାବି କରିଛନ୍ତି । ଖଣି ଲାଭରୁ ଆଦିବାସୀଙ୍କୁ ଅଂଶୀଦାର କରିବାକୁ ମଧ୍ୟ ସେମାନେ ଦାବି କରି ପ୍ରତିବାଦ କରୁଛନ୍ତି ।

Tags: