ଏପ୍ରିଲ ରେ ମିଳିବ ୩ ମାସର ରାସନ ସାମଗ୍ରୀ

ଏପ୍ରିଲ ରେ ମିଳିବ ୩ ମାସର ରାସନ ସାମଗ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାସନକାର୍ଡ ଉପଭକ୍ତାଙ୍କୁ ପାଇଁ ଖୁସି ଖବର । ଏପ୍ରିଲ ମାସରେ ଏକ। ଥରକେ ପାଇବେ ୩ମାସର ରାସନ ସାମଗ୍ରୀ । ବଢ଼ୁଥିବା ମୁଦ୍ରାସ୍ଫୀତି ଓ ଘରୋଇ ବ୍ୟୟର ଚାପକୁ ଦୃଷ୍ଟିରେ ରଖି ସରକାର ଏକ ଜନହିତକର ନିଷ୍ପତ୍ତି ନେଇଛନ୍ତି । ହିତାଧିକାରୀମାନେ ଆଗାମୀ ୩ ମାସ (ଏପ୍ରିଲ, ମେ ଓ ଜୁନ୍ ୨୦୨୬) ପାଇଁ ରାସନ ଏକାସାଥିରେ ପାଇପାରିବେ।

ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ରାସନ ବଣ୍ଟନ ପ୍ରଣାଳୀକୁ ସରଳ ଓ ସୁବିଧାଜନକ କରିବା। ଆଗରୁ ହିତାଧିକାରୀମାନେ ପ୍ରତି ମାସରେ ରାସନ ଦୋକାନକୁ ଯାଇ ଶସ୍ୟ ନେବାକୁ ପଡୁଥିଲା, ଯାହା ଦ୍ୱାରା ସମୟ ଓ ଯାତାୟାତ ଖର୍ଚ୍ଚ ବଢ଼ୁଥିଲା। ଏବେ ଏକାଥରେ ୩ ମାସର ରାସନ ମିଳିବାରୁ ସେହି ସମସ୍ୟାର ସମାଧାନ ହେବ।

 

Tags: