ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି !

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି !

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ଯୁବକଙ୍କୁ କାବୁ କଲେ ସୁରକ୍ଷାକର୍ମୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାପାଇଁ ଆସିଥିଲେ । ଏହି ସମୟରେ ସୁରକ୍ଷା ବଳୟ ଭେଦ କରି ହାତରେ କାଗଜ ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ସମ୍ପୃକ୍ତ ଯୁବକ । ତେବେ ତାଙ୍କୁ ଠିକ ସମୟରେ କାବୁ କରି ନେଇଥିଲେ ସୁରକ୍ଷାକର୍ମୀ ।  

ସମ୍ବନ୍ଧିତ ଖବର ଆଜିଠୁ "ଶିଶିର ସରସ -୨୦୨୬' ମେଳା

Tags: