୨ ତାରିଖ ବୈଠକରେ ସ୍ଥିର ହେବ ଗଣତିମଣତି ପାଇଁ ନିର୍ଦ୍ଦିଷ୍ଟ ତାରିଖ

୨ ତାରିଖ ବୈଠକରେ ସ୍ଥିର ହେବ ଗଣତିମଣତି ପାଇଁ ନିର୍ଦ୍ଦିଷ୍ଟ ତାରିଖ
Samaya Live News Picture
Published On

ଭୁବନେଶ୍ୱର : ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତାରିଖ ସ୍ଥିର ହେବ । କେଉଁ ଦିନ ଗଣତିମଣତି କରାଯିବ ବୈଠକରେ ସ୍ଥିର ହେବ । ସ୍ବଚ୍ଛତାର ସହ ଗଣତିମଣତି କରାଯିବ, କିଏ କିଏ ରହିବେ ସ୍ଥିର ହୋଇସାରିଛି। ମହାପ୍ରଭୁଙ୍କ ନୀତି ଓ ତିଥିକୁ ଦେଖି ଗଣତିମଣତି ତାରିଖ ସ୍ଥିର ହେବ'। ଦର୍ଶନ ଯେମିତି ବାଧାପ୍ରାପ୍ତ ନହେବ ତାହା ଉପରେ ଦୃଷ୍ଟି ଦିଆଯିବ।

 

 

Tags: