ଭିଜିଲାନ୍ସ ଜାଲରେ ଥାନା ଆଇଆଇସି
କୋରାପୁଟ : ଦଶମନ୍ତପୁର ଥାନା ଆଇଆଇସିଙ୍କୁ ଧରିଲା ଭିଜିଲାନ୍ସ ଇ ଥାନା ଭିତରେ ୨୦ ହଜାର ତାଙ୍କ ଲାଞ୍ଚ ନେଉଥିବାବେଳେ ଆଇଆଇସି ସୁକମା ହାଁସଦା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଇ ଏକ ଦୁଷ୍କର୍ମ ମାମଲାକୁ ରଫା ଦଫା କରିବା ପାଇଁ ନେଉଥିଲେ ଲାଞ୍ଚ ଇ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଥାନା ଭିତରେ ପଚରା ଉଚରା କରୁଛି ଜୟପୁର ଭିଜିଲାନ୍ସ ଟିମ I
Tags:




