ଜନଶୁଣାଣି ବେଳେ ଅଂଶୁଘାତ ର ଶିକାର ହେଲେ ଉପଜିଲ୍ଲାପାଳ

ଜନଶୁଣାଣି ବେଳେ ଅଂଶୁଘାତ ର ଶିକାର ହେଲେ ଉପଜିଲ୍ଲାପାଳ
Samaya Live News Picture
Published On

ସୋନପୁର : ଅଂଶୁଘାତର ଶିକାର ହେଲେ ସୋନପୁର ଉପଜିଲ୍ଲାପାଳ। ସୋନପୁର ଜିଲ୍ଲା ବିଶିମୁଣ୍ଡା ଗାଁ ପଞ୍ଚାୟତ ଠାରେ ଏକ ଅଭିଯୋଗ ଶୁଣାଣିର ଶିବିର ଚାଲିଥିଲା ହଠାତ ଟେଣ୍ଟ ତଳେ ଅସୁସ୍ଥ ହୋଇପଡିଲେ ଉପଜିଲ୍ଲାପାଳ ସୌମ୍ୟାରୁପା ରଥ । ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଉପଜିଲ୍ଲାପାଳଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

Tags: