IIT କ୍ୟାମ୍ପସ ପରିସରରେ ଦୁର୍ଘଟଣା ଘଟି ଛାତ୍ରଙ୍କ ମୃତ୍ୟୁ

IIT କ୍ୟାମ୍ପସ ପରିସରରେ ଦୁର୍ଘଟଣା ଘଟି ଛାତ୍ରଙ୍କ ମୃତ୍ୟୁ

ଜଟଣୀ : IIT  କ୍ୟାମ୍ପସ ପରିସରରେ ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ  ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ କାଲକାତାର ପିଏଚ୍ଡି ଛତ୍ର ଶଙ୍ଖଶୁଭ୍ର ଚକ୍ରବର୍ତୀ ଏବଂ ଆହତ ଛାତ୍ର ହେଲେ ଶକ୍ତି ଶ୍ରୀବାସ୍ତବ । ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର ବିଳମ୍ବିତ ରାତିରେ ଏହି ୨ ଛାତ୍ର ସ୍କୁଟିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲେ । ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି । 

ସମ୍ବନ୍ଧିତ ଖବର ଫେରାର ଅସ୍ତରଙ୍ଗ IIC ଙ୍କ ଆତ୍ମସମର୍ପଣ

 

ସମ୍ବନ୍ଧିତ ଖବର  ୨୮.୨.୨୦୨୬ ଶନିବାର 

Tags: