ଡ୍ରପ ଆଉଟ ପିଲାଙ୍କ ଆଡ଼ମିସନ ଫି'ଛାଡ଼ କଲେ ରାଜ୍ୟ ସରକାର

ଡ୍ରପ ଆଉଟ ପିଲାଙ୍କ ଆଡ଼ମିସନ ଫି'ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଡ୍ରପ ଆଉଟ ପିଲାଙ୍କ ପାଇଁ ବଡ଼ ଖବର । ଆଡମିସନ ଫି ଛାଡ କଲେ ସରକାର । ୧୪ ବର୍ଷରୁ ୧୮ ବର୍ଷ ମଧ୍ୟରେ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ପାଇଁ ସରକାର ଆଡମିସନ ଫି ଛାଡ଼ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବନି ପରୀକ୍ଷା ଫି । ଆଡମିସନ ଫି ଛାଡ ଯୋଗୁଁ ପୁଣି ପାଠ ପଢିପାରିବେ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ । ଏହି ପଦକ୍ଷେପ ଦ୍ବାରା ଡ୍ରପ ଆଉଟ ପିଲାଙ୍କ ସଂଖ୍ୟା କମିବା ସହ ସାକ୍ଷରତା ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର କୁଆଖାଇ ରୁ ଯୁବକଙ୍କ ମୃତଦେହ ଉଦ୍ଧାର

 

ସମ୍ବନ୍ଧିତ ଖବର ରେଳ ସଂଯୋଗୀକରଣ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Tags: