ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟକାଳ ବୃଦ୍ଧିକଲେ ରାଜ୍ୟ ସରକାର
By: Samaya Live News
ଭୁବନେଶ୍ୱର : ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀଙ୍କ ବଢ଼ିଲା କାର୍ଯ୍ୟକାଳ । ଚନ୍ଦ୍ରଶେଖର ପାଢୀ ଗତ ଜୁଲାଇ ମାସରେ ଅବସର ନେବା ପରେ ତାଙ୍କୁ ୬ ମାସ ପାଇଁ ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ପରେ ଆଉ ୬ ମାସ କାର୍ଯ୍ୟକାଳ ବଢ଼ାଇଛନ୍ତି ରାଜ୍ୟ ସରକାର । ତାଙ୍କୁ ଜଳସମ୍ପଦ ବିଭାଗ ଓଏସ୍ଡି ଭାବରେ ପୁନଃ ଦାୟିତ୍ୱ ଦିଆଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସମ୍ବନ୍ଧିତ ଖବର ବିପୁଳ ପରିମାଣରେ ଧଳା ଜହର ସହ ମା'ପୁଅ ଗିରଫ
Tags:


