‘ଥାର୍’ କିଣା ଓ ମୋଡିଫିକେସନର ହେବ ସ୍ୱତନ୍ତ୍ର ଅଡିଟ୍ - ମନ୍ତ୍ରୀ
ଭୁବନେଶ୍ୱର : ଜଙ୍ଗଲ ବିଭାଗର ‘ଥାର୍’ କିଣା ଓ ମୋଡିଫିକେସନର ହେବ ସ୍ୱତନ୍ତ୍ର ଅଡିଟ୍ । ପିସିସିଏଫ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଅଡିଟ୍ କରାଯିବ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ସୂଚନା ଦେଇଛନ୍ତି । ୭କୋଟି ଟଙ୍କାରେ ୫୧ଟି ଥାର୍ କିଣିଥିଲା ଜଙ୍ଗଲ ବିଭାଗ । ହେଲେ ସେଥିରୁ ମୋଡିଫିକେସନରେ ଖର୍ଚ୍ଚ ହୋଇଥିଲା ୫କୋଟି ଟଙ୍କା ।
Tags:




