ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ସପ୍ତାହେ ଧରି ଗୃହରେ ଲାଗି ରହିଛି ଅଚଳାବସ୍ଥା । ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହରେ ଜାରି ରହିଛି ବିରୋଧୀ ଙ୍କ ପ୍ରବଳ ହଟ୍ଟଗୋଳ । ଆଜି ବଜେଟ ଅଧିବେଶନର ପ୍ରଥମ ସପ୍ତାହର ଶେଷ ଦିନ ଥିବାବେଳେ ସ୍ୱାଭାବିକ ଭାବରେ ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ଦୁଇ ଦୁଇ ଥର ସର୍ବଦଳୀୟ ବୈଠକ ପରେ ମଧ୍ୟ ଫଳ ଶୂନ । ନିଜ ଜିଦରେ ଅଟଳ ରହିଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟଗୋଳ ଏବଂ ନାରାବାଜୀ । ଫଳରେ ଆଜି ଗୃହକୁ ସାଢେ ୧୧ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

ସମ୍ବନ୍ଧିତ ଖବର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ

Tags: