SI ପରୀକ୍ଷା ସ୍କାମ,୩ ଜଣଙ୍କ ଜାମିନ ଆବେଦନ ଖାରଜ
By: Samaya Live News
ଭୁବନେଶ୍ୱର : ବହୁଚର୍ଚ୍ଚିତ ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା । ୩ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ,ଅନ୍ବେଷ ନାୟକ,ଗୋପାଳ ତ୍ରିପାଠୀଙ୍କ କମିନ ଆବେଦନ ଖାରଜ ହୋଇଥିବା ସୂଚନା ମିଳିଛି ।
ସମ୍ବନ୍ଧିତ ଖବର ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Tags:



