ବାତ୍ୟା ପାଇଁ ଏକାଧିକ ଟ୍ରେନ ଚଳାଚଳ ସମୟ ସାରଣୀରେ ପରିବର୍ତ୍ତନ

ବାତ୍ୟା ପାଇଁ ଏକାଧିକ ଟ୍ରେନ ଚଳାଚଳ ସମୟ ସାରଣୀରେ ପରିବର୍ତ୍ତନ
Samaya Live News Picture
Published On

ଭୁବନେଶ୍ୱର : ବାତ୍ୟା `ଅକଭାନ’କୁ ଦୃଷ୍ଟିରେ ରଖି ରେଳ ବିଭାଗ ନିଆଯାଇଛି ବଡ଼ ପଦକ୍ଷେପ । ଯାତ୍ରୀଙ୍କ ସୁରକ୍ଷା ପାଇଁ ଆସନ୍ତା ୨୦ ତାରିଖରେ ଏକାଧିକ ଟ୍ରେନ୍‌ର ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ନଭେମ୍ବର ୧୮ରୁ ୨୦ ତାରିଖ ମଧ୍ୟରେ ଚଳାଚଳ କରୁଥିବା ୨୩ଟି ପ୍ରମୁଖ ଟ୍ରେନର ସମୟ ସାରଣୀରେ ଆଂଶିକ ପରିବର୍ତ୍ତନ କରାଯାଇଛି । ବିଳମ୍ବରେ ଚଳାଚଳ କରିବାକୁ ଥିବା ଟ୍ରେନ ଗୁଡିକ ହେଲା : 

୧୨୬୬୩ - ହାଓଡ଼ା-ତିରୁଚିରାପାଲି (୧୯.୧୧.୨୬) – ୮ ଘଣ୍ଟା ବିଳମ୍ବ
୧୫୨୨୭ - SMVB–ମୁଜାଫରପୁର (୧୯.୧୧.୨୬) – ୮ ଘଣ୍ଟା ବିଳମ୍ବ
୧୮୦୪୬ - ଚାରଲାପାଲି–ଶାଲିମାର ପୂର୍ବ ତଟ ଏକ୍ସପ୍ରେସ (୧୯.୧୧.୨୬) – ୭ ଘଣ୍ଟା ବିଳମ୍ବ
୨୦୮୩୮ - ଜୁନାଗଡ଼ ରୋଡ୍ – ଭୁବନେଶ୍ୱର (୧୯.୧୧.୨୬) – ୭ ଘଣ୍ଟା ବିଳମ୍ବ
୨୦୮୦୭ - ବିଶାଖାପାଟଣା – ଅମୃତସର ହୀରାକୁଦ ଏକ୍ସପ୍ରେସ (୨୦.୧୧.୨୬) – ୫ ଘଣ୍ଟା ୩୦ ମିନିଟ୍ ବିଳମ୍ବ
୧୮୪୪୮ ଜଗଦଲପୁର – ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ (୧୯.୧୧.୨୬) – ୫ ଘଣ୍ଟା ବିଳମ୍ବ
୬୮୪୪୬ ପଲାସା-କଟକ ମେମୁ (୨୦.୧୧.୨୬) – ୫ ଘଣ୍ଟା ବିଳମ୍ବ
୨୦୮୪୧ ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ (୨୦.୧୧.୨୬) – ୩ ଘଣ୍ଟା ୩୦ ମିନିଟ୍ ବିଳମ୍ବ
୧୮୪୬୩ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ (୨୦.୧୧.୨୬) – ୩ ଘଣ୍ଟା ୩୦ ମିନିଟ୍ ବିଳମ୍ବ
୬୮୪୩୪ ଗୁଣୁପୁର-କଟକ ମେମୁ (୨୦.୧୧.୨୬) – ୩ ଘଣ୍ଟା ୩୦ ମିନିଟ୍ ବିଳମ୍ବ
୧୨୮୬୩ ହାଓଡ଼ା-ଏସଏମଭିବି ସୁପରଫାଷ୍ଟ (୧୯.୧୧.୨୬) – ୩ ଘଣ୍ଟା ବିଳମ୍ବ
୧୮୦୪୭ ଶାଲିମାର-ଭାସ୍କୋ-ଡା-ଗାମା ଅମରାବତୀ ଏକ୍ସପ୍ରେସ (୧୯.୧୧.୨୬) – ୩ ଘଣ୍ଟା ବିଳମ୍ବ
୧୨୮୩୯ ହାଓଡ଼ା-ଚେନ୍ନାଇ ମେଲ (୧୯.୧୧.୨୬) – ୨ ଘଣ୍ଟା ୩୦ ମିନିଟ୍ ବିଳମ୍ବ
୧୨୨୪୬ ଏସଏମଭିବି-ହାଓଡ଼ା ଦୁରନ୍ତୋ (୧୯.୧୧.୨୬) – ୨ ଘଣ୍ଟା ୩୦ ମିନିଟ୍ ବିଳମ୍ବ
୧୮୧୧୭ ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ (୧୯.୧୧.୨୬) – ୨ ଘଣ୍ଟା ବିଳମ୍ବ
୨୨୬୪୪ ପାଟନା-ଏର୍ନାକୁଲମ୍ ସୁପରଫାଷ୍ଟ (୧୯.୧୧.୨୬) – ୨ ଘଣ୍ଟା ବିଳମ୍ବ
୨୨୮୧୯ ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟରସିଟି (୨୦.୧୧.୨୬) – ୨ ଘଣ୍ଟା ବିଳମ୍ବ
୧୨୭୦୪ ସିକନ୍ଦରାବାଦ-ହାୱଡା ଫଲକନୁମା (୧୯.୧୧.୨୬) – ୨ ଘଣ୍ଟା ବିଳମ୍ବ
୬୮୪୨୦ ପଲାସା-ଭୁବନେଶ୍ୱର ମେମୁ (୨୦.୧୧.୨୬) – ୨ ଘଣ୍ଟା ବିଳମ୍ବ
୧୫୬୪୬ ସିଲଚର-ଚାର୍ଲାପାଲି (୧୮.୧୧.୨୬) – ୧ ଘଣ୍ଟା ବିଳମ୍ବ
୦୮୦୪୫ ଶାଲିମାର-ଚାର୍ଲାପାଲି (୨୦.୧୧.୨୬) – ୧ ଘଣ୍ଟା ବିଳମ୍ବ
ପଥରେ ନିୟନ୍ତ୍ରିତ ହେବାକୁ ଥିବା ଟ୍ରେନଗୁଡ଼ିକ:

ସେହିପରି ୨୨୫୦୩ ବିବେକ ଏକ୍ସପ୍ରେସ୍ ୩ ଘଣ୍ଟା  ଏବଂ 22973 ଗାନ୍ଧୀଧାମ-ପୁରୀ  ୨ ଘଣ୍ଟା ପାଇଁ ନିୟନ୍ତ୍ରିତ ହେବ।

 

Tags: