ଖାରବେଳ ଭବନରେ ସଚିବସ୍ତରୀୟ ବୈଠକ

ଖାରବେଳ ଭବନରେ ସଚିବସ୍ତରୀୟ ବୈଠକ
Samaya Live News Picture
Published On

ଭୁବନେଶ୍ୱର : ଖାରବେଳ ଭବନରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ତ୍ୱପୂର୍ଣ୍ଣ ସଚିବସ୍ତରୀୟ ବୈଠକ । ସମସ୍ତ ବିଭାଗର ସଚିବ ମାନେ ବୈଠକରେ ଯୋଗ ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟର ବିକାଶ ମୂଳକ କାମ ସମ୍ପର୍କରେ ଆଲୋଚନା ହେଉଛି । ବିଭିନ୍ନ ସମସ୍ୟା ଏବଂ ବିକାଶ ପାଇଁ ଆବଶ୍ୟକ ସହଯୋଗ ବିଷୟରେ ସଚିବ ମାନଙ୍କୁ ଅବଗତ କରାଇଛନ୍ତି   ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସେହିପରି ରାଜ୍ୟରେ ବନ୍ୟା ପରବର୍ତ୍ତୀ ସ୍ଥିତି ଏବଂ ବିଭାଗୀୟ ଖର୍ଚ୍ଚ ଉପରେ ସମୀକ୍ଷା କରାଯାଇଛି ।

Tags: