ସ୍କୁଲ ପିଲାଙ୍କୁ ମିଳିବ ନୂଆ ସ୍କୁଲ ବ୍ୟାଗ

ସ୍କୁଲ ପିଲାଙ୍କୁ ମିଳିବ ନୂଆ ସ୍କୁଲ ବ୍ୟାଗ
Samaya Live News Picture
Published On

ଭୁବନେଶ୍ୱର : ପିଲାଙ୍କୁ ମିଳିବ ନୂଆ ସ୍କୁଲ ବ୍ୟାଗ । ଶିଶୁ ବାଟିକାରୁ ୩ୟ ଶ୍ରେଣୀ ପିଲାଙ୍କୁ ଯୋଗାଇ ଦିଆଯିବ ବ୍ୟାଗ । ଏଥିପାଇଁ ଓସେପା ପକ୍ଷରୁ କଡା ନିର୍ଦେଶ ରହିଛି । ବ୍ଲକ ସ୍ତରରୁ ଓସିକ ଯୋଗାଇବ ବ୍ୟାଗ । ଶୀଘ୍ର ବଣ୍ଟନ ପାଇଁ ଡିଇଓ ଏବଂ ଡିପିସିଙ୍କୁ ଓସେପା ନିର୍ଦେଶ ଦେଇଛି । 

Tags: