ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ୱଜିତ ପାତ୍ର

ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ୱଜିତ ପାତ୍ର

ଭୁବନେଶ୍ୱର : ଭୁବନେଶ୍ୱର ଇଡି ରେ ହାଜର ହେଲେ ଗଞ୍ଜାମର ବାଲି ମାଫିଆ ବିଶ୍ୱଜିତ ପାତ୍ର I ସେ ପୂର୍ବତନ ଯୁବ କଂଗ୍ରେସ ନେତା ରହିଥିଲେ । ଗତ ୧୬ ତାରିଖରେ ଗଞ୍ଜାମର ୬ ରୁ ଉର୍ଦ୍ଧ୍ବ ବାଲି ମାଫିଆଙ୍କ ଘରେ ରେଡ୍ ହୋଇଥିଲା । ୨ କୋଟି ୬୩ ଲକ୍ଷ ନଗଦ ଟଙ୍କା, ୧୦ ଦାମୀ ଗାଡି ଜବତ ହୋଇଥିଲା । ସମୁଦାୟ ୨୫ଟି ସ୍ଥାନରେ ରେଡ୍ କରିଥିଲା ଇଡି । ଏହାପରେ ଜଣକ ପରେ ଜଣକୁ ଇଡ଼ିରେ ହାଜର ହେବାପାଇଁ ସମନ ହୋଇଥିଲା । ସମନ ପାଇବା ପରେ ଆଜି ଇଡ଼ିରେ ହାଜର ହୋଇଛନ୍ତି ବିଶ୍ୱଜିତ ।

ସମ୍ବନ୍ଧିତ ଖବର ଫେବୃଆରୀ ୩ ତାରିଖରେ ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି

 

ସମ୍ବନ୍ଧିତ ଖବର ସୁପୋଷଣ ‘ପଞ୍ଚତତ୍ତ୍ୱ ପାର୍କ’ର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Tags: