ପୁରୀରେ ରାଜସ୍ବମନ୍ତ୍ରୀଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ
By: Samaya Live News
ଭୁବନେଶ୍ୱର : ପୁରୀରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ I ପୁରୀ ସର୍କିଟ ହାଉସ ପରିସରରେ ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ବାସିନ୍ଦାଙ୍କ ଜମିଜମା ସମସ୍ୟାର ସମାଧାନ ଉପରେ ବୈଠକରେ ଆଲୋଚନା ହୋଇଛି। ଏଥିରେ ଜିଲାପାଳ, ଉପଜିଲାପାଳଙ୍କ ସହ ୧୧ଟି ବ୍ଳକର ତହସିଲଦାର ଉପସ୍ଥିତ ଅଛନ୍ତି। ସତ୍ୟବାଦୀ ବିଧାୟକ ଓ ବ୍ରହ୍ମଗିରି ବିଧାୟିକା ମଧ୍ୟ ଉପସ୍ଥିତ ଅଛନ୍ତି।

Tags:


