ସିଲିଣ୍ଡର ଫାଟି ଜଳିଗଲା ରେସ୍ଟୁରାଣ୍ଟ

 ସିଲିଣ୍ଡର ଫାଟି ଜଳିଗଲା ରେସ୍ଟୁରାଣ୍ଟ
Samaya Live News Picture
Published On

ବାଲେଶ୍ୱର : ରେସ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁ ବ୍ୟାପିବା ଫଳରେ ରେସ୍ଟୁରାଣ୍ଟ ନିକଟରେ ଥିବା ଏଲଆଇସି ଅଫିସ ରେ ମଧ୍ୟ ବ୍ୟାପକ କ୍ଷତି ହେବା ସହ ବାହାରେ ଥିବା ଅନେକ ଗାଡି ଜଳି ଯାଇଛି । ବାଲେଶ୍ୱର ମୁଖ୍ୟ ବଜାର ଓଟି ରୋଡ଼ରେ ଥିବା ଏକ ହୋଟେଲ ରେ ଲାଗିଛି ନିଆଁ । ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି । ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ଘଟି ନଥିବା ସୂଚନା ମିଳିଛି ।

 

Tags: