ଜମି ପଟ୍ଟା ପାଇଁ ବ୍ୟବହାର ହେବ କ୍ୟୁଆର କୋଡ଼ - ମନ୍ତ୍ରୀ

ଜମି ପଟ୍ଟା ପାଇଁ ବ୍ୟବହାର ହେବ କ୍ୟୁଆର କୋଡ଼ - ମନ୍ତ୍ରୀ

ଭୁବନେଶ୍ୱର : ସାବାଡ଼ ହେବେ ଜମି ଦଲାଲ । ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ । ଏଣିକି ଠକ ମାନେ ଲୋକଙ୍କୁ ଭୁତାଇ ଜମି କିଣା ବିକା ଉପରେ ରୋକ୍ ଲାଗିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ ପଟ୍ଟା ।  ପଟ୍ଟାରେ ଥିବା କ୍ୟୁଆର କୋଡକୁ ସ୍କାନ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ । ଠକାମୀ ଉପାୟରେ ଜମି କିଣାବିକା କଲେ ମିଳିବ ସଂକେତ । ସୂଚନା ପାଇବା ମାତ୍ରେ ସଙ୍ଗେ ସଙ୍ଗେ ତହସିଲଦାର ଓ RI ଜାଣିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର ରାଶିଫଳ ୮.୨.୨୦୨୬, ରବିବାର

Tags: