ମୁକୁଳା ଡ୍ରେନ ନେଲା ଜୀବନ
By: Samaya Live News
ଭୁବନେଶ୍ୱର : ସାଲିଆସାହିରେ ବଡ଼ ଅଘଟଣ । ମୁକୁଳା ଡ୍ରେନରେ ପଡି ପୁଣି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ସଲିଆସାହି ର ଶ୍ରୀନୁ ଗାଗରାଇ । ଡ୍ରେନରେ ଖସି ପଡିବା ଯୋଗୁଁ ତାଙ୍କ ମୁଣ୍ଡ ଏବଂ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ବିଏମସି ପକ୍ଷରୁ ଡ୍ରେନ କାମ ଚାଲୁଥିବାରୁ ଡ୍ରେନ ମୁକୁଳା ଥିଲା ।
ସମ୍ବନ୍ଧିତ ଖବର ସଂତୃପ୍ତ ଓ ଦତ୍ତେଶ୍ୱର ବିଜେଡି ର ରାଜ୍ୟସଭା ପ୍ରାର୍ଥୀ
Tags:



