ହାତୀ ଆକ୍ରମଣରେ ଜଣେ ମୃତ
By: Samaya Live News
ଅନୁଗୁଳ: ବନ୍ତଳା ଥାନା ଅନ୍ତର୍ଗତ ଗୁରଙ୍ଗ ଓଭର ବ୍ରିଜ୍ ଉପରେ ସକାଳ ୬ଟା ସମୟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ବ୍ୟକ୍ତି ଙ୍କର ପରିଚୟ ମିଳିପାରିନାହିଁ। ଘଟଣା ସ୍ଥଳରୁ ବନବିଭାଗ ଓ ପୁଲିସ ପହଞ୍ଚି ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ତଦନ୍ତ ଜାରି ରହିଛି ।
ସମ୍ବନ୍ଧିତ ଖବର କୁହୁଡି ଯୋଗୁଁ ଭୁବନେଶ୍ୱରରୁ ୩ ବିମାନ ଉଡାଣ ବାତିଲ,୫ ବିଳମ୍ବ
Tags:



