ରାଜ୍ୟ ସରକାରଙ୍କର ହୋଲି କଟକଣା: ଘରେ ରହି ହୋଲି ଖେଳିବାକୁ ପରାମର୍ଶ
ଭୁବନେଶ୍ୱର: ମାର୍ଚ୍ଚ ୧୪: ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ରାଜ୍ୟବାସୀଙ୍କ ହିତଲାଗି ସରକାର ହୋଲି କଟକଣା ଜାରି କରିଛନ୍ତି । ନିୟମ ଅନୁସାରେ- * ସାଧାରଣ ସ୍ଥାନରେ ହୋଲି ଖେଳା ଯାଇପାରିବା ନାହିଁ । * ରାସ୍ତାଘାଟରେ ମଧ୍ୟ ହୋଲି ଖେଳ ହେବନି । * ପରିବାରଙ୍କ ସହିତ ଘରେ ଭିତରେ ଖେଳିପାରିବେ ହୋଲି । * ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ମିଳିଛି । * ମେଳା, ପ୍ରଦର୍ଶନୀ ଓ ବାଣିଜ୍ୟ […]
ଭୁବନେଶ୍ୱର: ମାର୍ଚ୍ଚ ୧୪: ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ରାଜ୍ୟବାସୀଙ୍କ ହିତଲାଗି ସରକାର ହୋଲି କଟକଣା ଜାରି କରିଛନ୍ତି ।
ନିୟମ ଅନୁସାରେ-
* ସାଧାରଣ ସ୍ଥାନରେ ହୋଲି ଖେଳା ଯାଇପାରିବା ନାହିଁ ।
* ରାସ୍ତାଘାଟରେ ମଧ୍ୟ ହୋଲି ଖେଳ ହେବନି ।
* ପରିବାରଙ୍କ ସହିତ ଘରେ ଭିତରେ ଖେଳିପାରିବେ ହୋଲି ।
* ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ମିଳିଛି ।
* ମେଳା, ପ୍ରଦର୍ଶନୀ ଓ ବାଣିଜ୍ୟ ମେଳାକୁ ମିଳିଲା ଅନୁମତି ।




