ପୁରୀରେ ଲୋକ।ର୍ପିତ ହେଲ। ନିମନ୍ତ୍ରଣ
ଭୁବନେଶ୍ୱର : ଡିସେମ୍ବର ୨୪: ଭୁବନେଶ୍ୱର ପରେ ପୁରୀରେ ଲୋକ।ର୍ପିତ ହେଲ। ନିମନ୍ତ୍ରଣ। ଭୁବନେଶ୍ୱରରେ ପ।ରମ୍ପରିକ ଓଡ଼ିଆ ଖ।ଦ୍ୟ ପରଷୁଥିବା ଓଟିଡିସି ପକ୍ଷରୁ ନିର୍ମିତ ରେଷ୍ଟୁର।ଣ୍ଟ ନିମନ୍ତ୍ରଣ ପୁରୀରେ ମଧ୍ୟ ଲୋକ।ର୍ପିତ ହୋଇଛି । ର।ଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ। ଶ୍ରୀମୟୀ ମିଶ୍ର ଏହ।କୁ ଲୋକ।ର୍ପଣ କରିଛନ୍ତି। ଏହି ରେଷ୍ଟୁର।ଣ୍ଟର ଉଦ୍ଦେଶ୍ୟ ଥିଲ। ଗ୍ର।ହକ ଓ ପର୍ଯ୍ୟଟକଙ୍କୁ ସମ୍ପୂର୍ଣ୍ଣ ପ।ରମ୍ପରିକ ଓଡ଼ିଆ ଖ।ଦ୍ୟ ପରଷିବ।। ଏହା ସମସ୍ତଙ୍କର ପ୍ରଥମ ପସନ୍ଦ ପ।ଲଟିଥିବ। ବେଳେ ବ୍ୟବସ।ୟିକ ଦୃଷ୍ଟିକୋଣରୁ […]
ଭୁବନେଶ୍ୱର : ଡିସେମ୍ବର ୨୪: ଭୁବନେଶ୍ୱର ପରେ ପୁରୀରେ ଲୋକ।ର୍ପିତ ହେଲ। ନିମନ୍ତ୍ରଣ। ଭୁବନେଶ୍ୱରରେ ପ।ରମ୍ପରିକ ଓଡ଼ିଆ ଖ।ଦ୍ୟ ପରଷୁଥିବା ଓଟିଡିସି ପକ୍ଷରୁ ନିର୍ମିତ ରେଷ୍ଟୁର।ଣ୍ଟ ନିମନ୍ତ୍ରଣ ପୁରୀରେ ମଧ୍ୟ ଲୋକ।ର୍ପିତ ହୋଇଛି । ର।ଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ। ଶ୍ରୀମୟୀ ମିଶ୍ର ଏହ।କୁ ଲୋକ।ର୍ପଣ କରିଛନ୍ତି। ଏହି ରେଷ୍ଟୁର।ଣ୍ଟର ଉଦ୍ଦେଶ୍ୟ ଥିଲ। ଗ୍ର।ହକ ଓ ପର୍ଯ୍ୟଟକଙ୍କୁ ସମ୍ପୂର୍ଣ୍ଣ ପ।ରମ୍ପରିକ ଓଡ଼ିଆ ଖ।ଦ୍ୟ ପରଷିବ।।
ଏହା ସମସ୍ତଙ୍କର ପ୍ରଥମ ପସନ୍ଦ ପ।ଲଟିଥିବ। ବେଳେ ବ୍ୟବସ।ୟିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍ ସଫଳତ। ହ।ସଲ କରିପ।ରିଛି। ନିମନ୍ତ୍ରଣ ବିଗତ ତିନି ମ।ସ ମଧ୍ୟରେ ପ।ଖ।ପ।ଖି ୭୫ ଲକ୍ଷ ଟଙ୍କ।ର ବ୍ୟବସ।ୟ କରିଥିବ। ବେଳେ , ମ।ସିକ ହ।ର।ହ।ରି ୨୦ ଲକ୍ଷ ଟଙ୍କ। ଲ।ଭ କରିଛି। କେବଳ ସେତିକି ନୁହଁ ଭୁବନେଶ୍ୱର ସ୍ଥିତ ନିମନ୍ତ୍ରଣ ରେଷ୍ଟୁର।ଣ୍ଟ ସମେତ ଭିତରକନିକ।, ହ୍ୱ।ଇଟ କ୍ର।ବ୍, ଚନ୍ଦ୍ରଭ।ଗ। ଓ କଟକର ସିଲଭର ସିଟି ବୋଟ୍ କ୍ଲବ୍ ରେ ପ।ଖ।ପ।ଖି ୭୫ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ୫୦୦ ରୁ ଅଧିକ ପରୋକ୍ଷ ନିଯୁକ୍ତି ଦେବ। ସହ ଓଟିଡିସି ର।ଜ୍ୟରେ ଏକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ପୁରୀ ଓ ସମ୍ବଲପୁରରେ ନିମନ୍ତ୍ରଣ ଆରମ୍ଭ କରିବ।କୁ କଥ। ଦେଇଥିଲେ ମୁଖ୍ୟମନ୍ତ୍ରୀ, ଯ।ହ। ଆଜି ପୂରଣ ହୋଇଛି ।




