ନୂଆ ସୁଭଦ୍ରା ହିତାଧିକାରୀଙ୍କ ଆବେଦନ ବିଚାରାଧୀନ ଅଛି - ପ୍ରଭାତୀ ପରିଡା

ନୂଆ ସୁଭଦ୍ରା ହିତାଧିକାରୀଙ୍କ ଆବେଦନ ବିଚାରାଧୀନ ଅଛି - ପ୍ରଭାତୀ ପରିଡା

ଭୁବନେଶ୍ବର : ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ନୂଆ ସୁଭଦ୍ରା ହିତାଧିକାରୀଙ୍କ ଆବେଦନ ବିଚାରାଧୀନ ଅଛି । ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ୬ ଲକ୍ଷ ୨୩ ହଜାର ୫୫୫ ଜଣ ହିତାଧିକାରୀଙ୍କ ଆବେଦନ ବିଚାରାଧୀନ ଅଛି । ୩୦ ଜିଲ୍ଲାରେ ପ୍ରଥମ କିସ୍ତି ୧ କୋଟି ୩ ଲକ୍ଷ ୫ ହଜାର ୯୪୧ ଜଣ ପାଇଥିବା ବେଳେ ଦ୍ବିତୀୟ କିସ୍ତି ୧ କୋଟି ୧୯ ଲକ୍ଷ ୨ ହଜାର ୭୨୪ ଜଣ ପାଇଛନ୍ତି ।

Read More ଭଙ୍ଗାଯିବ ବିପଦ ସଂଙ୍କୁଳ କୋଠା - ନଗର ଉନ୍ନୟନ ମନ୍ତ୍ରୀ

ସେହିପରି ତୃତୀୟ କିସ୍ତି ୯୭ ଲକ୍ଷ ୬୫ ହଜାର ୩୩୯ ଜଣ ପାଇଛନ୍ତି । ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି ।

Read More ଉଡ଼ାଣରେ ବିଳମ୍ବ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ଉତ୍ତେଜନା

 

Read More ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ,ସୁରକ୍ଷାରେ ୪୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ

Tags: