ଆଇସକ୍ରିମ ଫାକ୍ଟ୍ରୀରେ ଭୟଙ୍କର ବିସ୍ଫାରଣ, ୧ ମୃତ ୨ ଆହତ

ଆଇସକ୍ରିମ ଫାକ୍ଟ୍ରୀରେ ଭୟଙ୍କର ବିସ୍ଫାରଣ, ୧ ମୃତ ୨  ଆହତ

ବ୍ରହ୍ମପୁର: ଆଇସକ୍ରିମ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୧ ମୃତ ୨ ଗୁରୁତର । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ସୋରଡ଼ା ଆଇସକ୍ରିମ୍ ଫ୍ୟାକ୍ଟ୍ରିରେ ଘଟିଛି ଏହି ଭୟଙ୍କର ବିସ୍ଫୋରଣ  । ସମସ୍ତ ମୃତାହତଙ୍କୁ  ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଫ୍ୟାକ୍ଟ୍ରିରୁ ଶ୍ରମିକମାନେ ଆଇସକ୍ରିମ ବାହାର କରୁଥିବାବେଳେ ବିସ୍ଫୋରଣ ହୋଇଥିଲା । ଖବର ପାଇ ଧରାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର ଆଜି ନାମାଙ୍କନ ଭରିବେ ୫ ରାଜ୍ୟସଭା ପ୍ରାର୍ଥୀ

Tags: