ଫଳ ବୋଝେଇ ଟ୍ରକ ରେ ଗଞ୍ଜେଇ ଚୋରା ଚାଲାଣ

ଓଡ଼ିଶାର ଗଞ୍ଜେଇ ଚେର ପାକିସ୍ଥାନ ରେ

ଫଳ ବୋଝେଇ ଟ୍ରକ ରେ ଗଞ୍ଜେଇ ଚୋରା ଚାଲାଣ
Samaya Live News Picture
Published On

ଭୁବନେଶ୍ବର: ଓଡ଼ିଶାର ଗଞ୍ଜେଇର ଚେର ଲମ୍ବିଛି ପାକିସ୍ତାନ ଯାଏଁ । ଜାମ୍ମୁରୁ ଆସୁଥିବା ଫଳ ବୋଝେଇ ଟ୍ରକ ରେ ଓଡିଶାରୁ ଯାଉଥିଲା ଗଞ୍ଜେଇ । ଜାମ୍ମୁ କାଶ୍ମୀର ଦେଇ ଗଞ୍ଜେଇ ପାକିସ୍ତାନ ଯାଉଥିବା ନେଇ NCB ପଞ୍ଝାରେ ପଡିଛନ୍ତି ଗଞ୍ଜେଇ ବେପାରୀ । ଜମ୍ମୁ କାଶ୍ମୀରରୁ ଦୁଇ ଗଞ୍ଜେଇ ବେପାରୀକୁ ଗିରଫ ପରେ ଟ୍ରାଞିଟି ରିମାଣ୍ଡରେ ଓଡିଶା ଆଣିଛି NCB । ଗଞ୍ଜେଇ ବେପାରୀ ବିକ୍ରମ ସିଂ ଓ ତାର ସହଯୋଗୀଙ୍କୁ ଗିରଫ କରାଯାଇଛି । କାଶ୍ମୀରରୁ ଟ୍ରକ୍ ଯୋଗେ ଫଳ ଆସୁଥିଲା ଓଡିଶା । ସେହି ଟ୍ରକ ଫେରିବା ବେଳେ ଗଞ୍ଜେଇ ନେଇ କାଶ୍ମୀର ଫେରୁଥିଲା ।

Tags: