ଭୁବନେଶ୍ୱର : ମହାନଦୀ ଜଳ ବିବାଦ ମାମଲା । ଟ୍ରିବ୍ୟୁନାଲରେ ଘୁଞ୍ଚିଲା ଶୁଣାଣି ତାରିଖ । ମାର୍ଚ୍ଚ ୧୪ ପରିବର୍ତ୍ତେ ୨୮ ରେ ହେବ ଶୁଣାଣି । ଏନେଇ ଟ୍ରିବ୍ୟୁନାଲ ପକ୍ଷରୁ ନୋଟିସ ଜାରି ହୋଇଛି ।