ବିପୁଳ ପରିମାଣରେ କଫ ସିରପ ଜବତ,ଜଣକୁ କୋର୍ଟ ଚାଲାଣ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ନିଷିଦ୍ଧ କଫ ସିରପ ଚୋରା ଚାଲାଣ । ସୁଜନପୁର- ବୁର୍ଦା ସଗୁର୍ଣମୁଣ୍ଡା ଛକରୁ ୭୦୦ବୋତଲରୁ ଅଧିକ କଫ ସିରପ ଜବତ କରିଛି ହରଡ଼ଖାଲ ଫାଣ୍ଡି ପୋଲିସ । ଏହାସହ ଜଣେ ବ୍ୟକ୍ତିକୁ ଅଟକ ରଖିଥିଲା ପରେ ତାକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି I
Tags:




