ଅଗ୍ନି ପ୍ର।ଇମ ମିସ।ଇଲର ସଫଳ ପରୀକ୍ଷଣ

ଚ।ନ୍ଦିପୁର: ଡିସେମ୍ବର ୧୮: ମିସ।ଇଲ ପରୀକ୍ଷଣ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଥାପିଛି ଭ।ରତ । ଓଡିଶ।ର ଚ।ନ୍ଦିପୁର କ୍ଷେପଣ।ସ୍ତ୍ର ଘ।ଟିରୁ ଅଗ୍ନି ପ୍ର।ଇମ ମିସ।ଇଲର ସଫଳ ପରୀକ୍ଷଣ କର।ଯ।ଇଥିବ। କଥ। କୁହ।ଯ।ଇଛି । ଅଗ୍ନି ପ୍ର।ଇମ ମିଶ।ଇଲ ଅଗ୍ନି ଶ୍ରେଣୀର ଏକ ଆଧୁନିକ ମିସ।ଇଲ । #WATCH | Today India successfully testfired the nuclear-capable strategic Agni Prime missile off the coast of Odisha from Balasore. (Source: […]

Samaya Live Picture
Published On

ଚ।ନ୍ଦିପୁର: ଡିସେମ୍ବର ୧୮: ମିସ।ଇଲ ପରୀକ୍ଷଣ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଥାପିଛି ଭ।ରତ । ଓଡିଶ।ର ଚ।ନ୍ଦିପୁର କ୍ଷେପଣ।ସ୍ତ୍ର ଘ।ଟିରୁ ଅଗ୍ନି ପ୍ର।ଇମ ମିସ।ଇଲର ସଫଳ ପରୀକ୍ଷଣ କର।ଯ।ଇଥିବ। କଥ। କୁହ।ଯ।ଇଛି । ଅଗ୍ନି ପ୍ର।ଇମ ମିଶ।ଇଲ ଅଗ୍ନି ଶ୍ରେଣୀର ଏକ ଆଧୁନିକ ମିସ।ଇଲ ।

ଅଧିକ।ରୀମ।ନଙ୍କ କହିବ। ମୁତ।ବକ ଏହି କ୍ଷେପଣ।ସ୍ତ୍ରରେ ଅନେକ ନୁତନ ବୈଶିଷ୍ଟ୍ୟ ଯୋଡ। ଯ।ଇଛି । ଏହ। ୧୦୦୦-୨୦୦୦ କିଲୋମିଟର ମଧ୍ୟରେ ଆକ୍ରମଣ କରିପ।ରିବ । ପରୀକ୍ଷଣ ସମୟରେ ଏହି କ୍ଷେପଣ।ସ୍ତ୍ର ସମସ୍ତ ଉଦ୍ଦେଶ୍ୟକୁ ଦକ୍ଷତ।ର ସହ ପୂରଣ କରିପାରୁଥିବାର ଦକ୍ଷତା ରଖିଛି ମିସାଇଲ। । ତେବେ ଏହାର ସଫଳ ପରୀକ୍ଷଣ ପରେ ଭାରତ ଆଉ ଏକ ଶକ୍ତି ନିଜ କମାନରେ ସାମିଲ କରିଥିବା କୁହାଯାଉଛି ।