Balasore
ଦେଶ- ବିଦେଶ  ଓଡ଼ିଶା 

ଅଗ୍ନି ପ୍ର।ଇମ ମିସ।ଇଲର ସଫଳ ପରୀକ୍ଷଣ

ଅଗ୍ନି ପ୍ର।ଇମ ମିସ।ଇଲର ସଫଳ ପରୀକ୍ଷଣ ଚ।ନ୍ଦିପୁର: ଡିସେମ୍ବର ୧୮: ମିସ।ଇଲ ପରୀକ୍ଷଣ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଥାପିଛି ଭ।ରତ । ଓଡିଶ।ର ଚ।ନ୍ଦିପୁର କ୍ଷେପଣ।ସ୍ତ୍ର ଘ।ଟିରୁ ଅଗ୍ନି ପ୍ର।ଇମ ମିସ।ଇଲର ସଫଳ ପରୀକ୍ଷଣ କର।ଯ।ଇଥିବ। କଥ। କୁହ।ଯ।ଇଛି । ଅଗ୍ନି ପ୍ର।ଇମ ମିଶ।ଇଲ ଅଗ୍ନି ଶ୍ରେଣୀର ଏକ ଆଧୁନିକ ମିସ।ଇଲ । #WATCH | Today India successfully testfired the nuclear-capable strategic Agni Prime missile off the coast of Odisha from Balasore. (Source: […]
Read More...
ଓଡ଼ିଶା 

ଫୁଲ ଚାରାକୁ ନେଇ ସଙ୍ଘର୍ଷ ୬ଆହତ,୧୧କୋର୍ଟ ଚାଲାଣ

ଫୁଲ ଚାରାକୁ ନେଇ ସଙ୍ଘର୍ଷ  ୬ଆହତ,୧୧କୋର୍ଟ ଚାଲାଣ ଖଇରା: ଜୁଲାଇ ୫ : ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗ୍ରାମର ଅଙ୍ଗନବାଡି କର୍ମୀ ମଞ୍ଜୁଲତା ଗିରି ଙ୍କ ଘରେ ଫୁଲଚାରା ଚୋରି ଘଟଣାକୁ ନେଇ ସଙ୍ଘର୍ଷ ଘଟିଛି l ଖଇରା ପୋଲିସ ପ୍ରାଥମିକ ତଦନ୍ତ ପରେ ଏକ ମାମଲା(୧୧୮/୨୦) ରୁଜୁ କରି ଶୁକ୍ରବାର ସନ୍ଧ୍ୟାରେ ୧୧ଜଣଙ୍କୁ ଖଇରା ଥାନାରେ ଅଟକ ରଖିଛି ା ୩ ଦିନ ତଳେ କର୍ମୀ ମଞ୍ଜୁଲତାଙ୍କର ଫୁଲ ଚାରା ଚୋରୀ ହୋଇଝିବା ବେଳେ ସେ ସନ୍ଦେହରେ ପଡୋଶୀ ଭାସ୍କର ସାହୁ […]
Read More...
ଓଡ଼ିଶା 

ବାଲେଶ୍ୱରରେ ପହଞ୍ଚିଲା ଗୁଜୁରାଟ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ଟ୍ରେନ; ବାଲେଶ୍ୱର ଓ ମୟୁରଭଞ୍ଜର ୭୧୬ ଶ୍ରମିକ ଫେରିଲେ

ବାଲେଶ୍ୱରରେ ପହଞ୍ଚିଲା ଗୁଜୁରାଟ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ଟ୍ରେନ;  ବାଲେଶ୍ୱର ଓ ମୟୁରଭଞ୍ଜର ୭୧୬ ଶ୍ରମିକ ଫେରିଲେ By Papu Mohanty ଭୁବନେଶ୍ୱର : May 13:ବୁଧବାର ଟ୍ରେନ ଯୋଗେ କିଛି ପ୍ରବାସୀ ଓଡିଆ ଓଡିଶା ଫେରିଛନ୍ତି । ଏମାନଙ୍କୁ ନେଇ ଗୁଜୁରାଟରୁ ଆସିଥିବା ଟ୍ରେନ ବାଲେଶ୍ୱରରେ ପହଞ୍ଚିଛି । ଏଥିରେ ୭୧୬ ଜଣ ପ୍ରବାସୀ ଓଡିଆ ଅଛନ୍ତି । ସମସ୍ତଙ୍କ ଘର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ । ଷ୍ଟେସନରେ ପହଞ୍ଚିବା ପରେ ଏହି ପ୍ରବାସୀମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ବସ ମାଧ୍ୟମରେ ସେମାନଙ୍କ ଅଞ୍ଚଳରେ ଥିବା କ୍ୱାରେଣ୍ଟଟାଇନ୍‌ ସେଣ୍ଟରକୁ ପଠାଯାଇଛି । ଏମାନଙ୍କ ଆଗମନ […]
Read More...

Advertisement