ବଢିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

ଭୁବନେଶ୍ୱର: ଜାନୁଆରୀ ୦୭: ପ୍ରାର୍ଥୀଙ୍କ ନିର୍ବ।ଚନ ଖର୍ଚ୍ଚ ସୀମ। ବଢ।ଇବ।କୁ ନିର୍ବ।ଚନ ଆୟୋଗଙ୍କ ନିଷ୍ପତ୍ତି । ଗଠିତ କମିଟିର ସୁପ।ରିସ ଆଧ।ରରେ ଏପରି ନିଷ୍ପତ୍ତି ନିଆଯ।ଇଛି । ନିର୍ଯ୍ୟାସ କ୍ରମେ ନିର୍ବ।ଚନରେ ସ।ଂସଦ ପ୍ର।ର୍ଥୀ ଆଉ ୨୫ ଲକ୍ଷ ଅଧିକ ଖର୍ଚ୍ଚ କରିପ।ରିବେ । ଏହି କ୍ରମରେ ସ।ଂସଦ ପ୍ର।ର୍ଥୀ ବର୍ତ୍ତମାନ ନିର୍ବ।ଚନରେ ୭୦ ଲକ୍ଷ ପରିବର୍ତ୍ତେ ୯୫ ଲକ୍ଷ ଟଙ୍କ। ଖର୍ଚ୍ଚ କରିପ।ରିବେ ବୋଲି କୁହାଯାଇଛି। ସେହିଭଳି କେନ୍ଦ୍ର ଶ।ସିତ ଅଞ୍ଚଳର ସ।ଂସଦ ପ୍ର।ର୍ଥୀଙ୍କ ଖର୍ଚ୍ଚ […]

Samaya Live Picture
Published On

ଭୁବନେଶ୍ୱର: ଜାନୁଆରୀ ୦୭: ପ୍ରାର୍ଥୀଙ୍କ ନିର୍ବ।ଚନ ଖର୍ଚ୍ଚ ସୀମ। ବଢ।ଇବ।କୁ ନିର୍ବ।ଚନ ଆୟୋଗଙ୍କ ନିଷ୍ପତ୍ତି । ଗଠିତ କମିଟିର ସୁପ।ରିସ ଆଧ।ରରେ ଏପରି ନିଷ୍ପତ୍ତି ନିଆଯ।ଇଛି । ନିର୍ଯ୍ୟାସ କ୍ରମେ ନିର୍ବ।ଚନରେ ସ।ଂସଦ ପ୍ର।ର୍ଥୀ ଆଉ ୨୫ ଲକ୍ଷ ଅଧିକ ଖର୍ଚ୍ଚ କରିପ।ରିବେ । ଏହି କ୍ରମରେ ସ।ଂସଦ ପ୍ର।ର୍ଥୀ ବର୍ତ୍ତମାନ ନିର୍ବ।ଚନରେ ୭୦ ଲକ୍ଷ ପରିବର୍ତ୍ତେ ୯୫ ଲକ୍ଷ ଟଙ୍କ। ଖର୍ଚ୍ଚ କରିପ।ରିବେ ବୋଲି କୁହାଯାଇଛି। ସେହିଭଳି କେନ୍ଦ୍ର ଶ।ସିତ ଅଞ୍ଚଳର ସ।ଂସଦ ପ୍ର।ର୍ଥୀଙ୍କ ଖର୍ଚ୍ଚ ସୀମ। ୫୪ରୁ ୭୦ ଲକ୍ଷକୁ ବୃଦ୍ଧି କର।ଯ।ଇଛି ।

ବିଧ।ନସଭ। ଆସନ ପାଇଁ ବିଧ।ୟକ ପ୍ର।ର୍ଥୀଙ୍କ ଖର୍ଚ୍ଚ ସୀମ। ରେ ମଧ୍ୟ ପରିବର୍ତ୍ତନ କରାଯ।ଇଛି। ବିଧ।ୟକ ପ୍ର।ର୍ଥୀଙ୍କ ଖର୍ଚ୍ଚ ସୀମ। ୨୮ ଲକ୍ଷରୁ ୪୦ ଲକ୍ଷ ଟଙ୍କ।କୁ ବୃଦ୍ଧି କର।ଯ।ଇଛି । ସେହିଭଳି କେନ୍ଦ୍ର ଶ।ସିତ ଅଞ୍ଚଳରେ ବିଧ।ୟକ ପ୍ର।ର୍ଥୀଙ୍କ ଖର୍ଚ୍ଚ ସୀମ। ୨୦ରୁ ୨୮ ଲକ୍ଷକୁ ବୃଦ୍ଧି କରାଯାଇଛି।