ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ
By: Samaya Live News
ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ଯ୍ୟଳରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ପ୍ରଭାରୀ ବିଜୟ ପାଲ ସିଂ ତୋମର ଅନ୍ୟମନ୍ତ୍ରୀଗଣ ଏବଂ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ପଂଚାୟତ ନିର୍ବାଚନକୁ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ମନ୍ତ୍ରୀ, ବିଧାୟକ ଏବଂ ସାଙ୍ଗଠନିକ ନେତୃତ୍ୱ, ବିଧାୟକ ପ୍ରାର୍ଥୀଙ୍କ ସହ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ସହ ମାନସ ମନ୍ଥନହେଉଛି ।
ସମ୍ବନ୍ଧିତ ଖବର ବିରଳ କୃଷ୍ଣସାର ମୃଗ ଗଣନା ଆରମ୍ଭ
ସୂଚନା ଅନୁଯାୟୀ,ଆଗାମୀ କେନ୍ଦ୍ରୀୟ ବଜେଟକୁ ଲୋକଙ୍କ ପାଖରେ ପଞ୍ଚାଇବାକୁ ମନ୍ତ୍ରୀ, ବିଧାୟକ ଓ କର୍ମୀଙ୍କୁ ଦିଆଯିବ ଦାୟିତ୍ୱ । ରାଜ୍ୟରେ ଖୁବଶୀଘ୍ର ଏସଆଇଆର ଲାଗୁ ହେବାକୁ ଯାଉଛି । ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ନେବେ ବିଜେପି ନେତୃତ୍ୱ । ଏହାସହ ବିଭି ଜି ରାମ ଜି କାର୍ଯ୍ୟକ୍ରମ ନେଇ ମଧ୍ୟ ହେବ ଆଲୋଚନା ହେବ ନେଇ ସୂଚନା ମିଳିଛି ।
ସମ୍ବନ୍ଧିତ ଖବର ଆଜିଠାରୁ OJEE ପାଇଁ ଆବେଦନ ଆରମ୍ଭ
Tags:



