ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ
Samaya Live News Picture
Published On

ଭୁବନେଶ୍ୱର : ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଲା । cisce.org ଓ results.cisce.org ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ । କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ସାମିନେସନ୍ସ (CISCE) ପକ୍ଷରୁ ଆଜି ସକାଳ ୧୧ଟାରେ ଏହି ରେଜଲ୍ଟ ଘୋଷଣା କରାଯାଇଛି । ଏଥିପାଇଁ କେବଳ ଅନଲାଇନ୍ ନୁହେଁ, SMS ସୁବିଧା ମଧ୍ୟ ଉପଲବ୍ଧ ରହିଛି, ଯାହା ଫଳରେ ଇଣ୍ଟରନେଟ୍ ସମସ୍ୟା ଥିଲେ ମଧ୍ୟ ଛାତ୍ରଛାତ୍ରୀ ତାଙ୍କର ଫଳ ଜାଣିପାରିବେ ।

Tags: