ଆଇସିଏଆଇ(ଓଉଇଓ)ପକ୍ଷରୁ“on “Bank Audit 2026 – Practical Challenges and Emerging Issues” ସମ୍ପର୍କୀତ ସେମିନାର ଆୟୋଜିତ
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ(ଓଉଇଓ)ର ପୂର୍ବ ଭାରତ ଅଞ୍ଚଳୀୟ ପରିଷଦ ଅଧିନସ୍ଥ ଭୁବନେଶ୍ୱର ଶାଖା ପକ୍ଷରୁ ଏବଂ ଅଡିଟିଂ ଆଣ୍ଡ୍ ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡସ ବୋର୍ଡର ସହଯୋଗରେ on “Bank Audit 2026 – Practical Challenges and Emerging Issues” ସମ୍ପର୍କୀତ ଏକ ଦିନିକିଆ ସମ୍ମିଳନୀ ଓଉଇଓ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉପାଧ୍ୟକ୍ଷ ସିଏ ଡଃ. ପୃଥ୍ୱୀ ରଞ୍ଜନ ପାଢ଼ୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
ଉଦ୍ଘାଟନୀ ଅଧିବେଶନରେ ଶାଖା ଅଧ୍ୟକ୍ଷ ସିଏ ଡଃ. ଗୌତମ ଲେଙ୍କା ସ୍ୱାଗତ ଭାଷଣ ଦେଇ ବ୍ୟାଙ୍କ ଅଡିଟ୍ କ୍ଷେତ୍ରରେ ବୃଦ୍ଧିପାଉଥିବା ଜଟିଳତା ଏବଂ ପେଶାଜିବୀମାନଙ୍କ ପାଇଁ ନିରନ୍ତର ଦକ୍ଷତା ବୃଦ୍ଧିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।
Tags:



