ସୁବର୍ଣ୍ଣପୁର ପୋଲିସକୁ ହାଇକୋର୍ଟଙ୍କ ନୋଟିସ
By: Samaya Live News
ସୋନପୁର : ହୋମଗାର୍ଡ ନିଯୁକ୍ତି ଅନିୟମିତତା ମାମଲା । ସୁବର୍ଣ୍ଣପୁର ପୋଲିସକୁ ହାଇକୋର୍ଟ ରୁ ନୋଟିସ । ଫେବୃଆରୀ ୨୩ରେ ପରବର୍ତ୍ତୀ ଶୁଣାଣି । ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ବିରୋଧରେ ଦାଏର ହୋଇଥିଲା ମାମଲା। ହୋମଗାର୍ଡ ଚୟନ ପାଇଁ ୯୨ ଜଣଙ୍କୁ ଚୟନ କରାଯାଇଥିବା ନେଇ ସୋନପୁର ପୋଲିସ ପକ୍ଷରୁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ମାମଲାରେ ଏସପି ଓ ଅନ୍ୟମାନଙ୍କୁ ହାଇକୋର୍ଟଙ୍କ ନୋଟିସ। ନିଯୁକ୍ତିର ବୈଧତା ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି କହିଛନ୍ତି ହାଇକୋର୍ଟ । ଅନ୍ୟ ଥାନା ଅଞ୍ଚଳରୁ ପ୍ରାର୍ଥୀଙ୍କୁ ଆଣି ନିଯୁକ୍ତି ଦିଆଯିବା ବିରୋଧରେ ହୋଇଥିଲା ମାମଲା I
ସମ୍ବନ୍ଧିତ ଖବର ବିବାହ ପାଇଁ ଝିଅଙ୍କ ନିଷ୍ପତ୍ତି ଗୁରୁତ୍ତ୍ୱପୂର୍ଣ୍ଣ - ହାଇକୋର୍ଟ
Tags:



