PUCC କୁ ନେଇ ହାଇକୋର୍ଟଙ୍କ ନୋଟିସ

PUCC କୁ ନେଇ ହାଇକୋର୍ଟଙ୍କ ନୋଟିସ

ଭୁବନେଶ୍ୱର : PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ । ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ କାଟିବାକୁ ବିରୋଧ କରି ମାମଲା ରୁଜୁ ହୋଇଥିଲା । ୧୫ ଦିନ ମଧ୍ୟରେ ଜବାବ ଦେବାକୁ ପରିବହନ ସଚିବ ଏବଂ STA କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । MV ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ମାମଲା ରୁଜୁ ହୋଇଛି । ୩୦ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ସମ୍ବନ୍ଧିତ ଖବର 'ନିଶା' ଙ୍କୁ ଦେଖିବା ନିଶା,ବନ୍ଧା ହେଲେ ୧୭ ଆୟୋଜକ ବଦଳି ହେଲେ ଉପଜିଲ୍ଲାପାଳ

 

ସମ୍ବନ୍ଧିତ ଖବର ଅନଲାଇନରେ ହୋଇପାରେ +୨ ଖାତା ଦେଖା

Tags: