ବରଗଡ଼ରେ ତାଣ୍ଡବ ରଚିଲା କାଳ ବୈଶାଖୀ ,୨ ଆହତ

ବରଗଡ଼ରେ ତାଣ୍ଡବ ରଚିଲା କାଳ ବୈଶାଖୀ ,୨ ଆହତ
Samaya Live News Picture
Published On

ବରଗଡ଼ : ଆଜି ବରଗଡ଼ରେ କାଳ ବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଏବଂ ପବନରେ ସଦର ଥାନା ଛକରେ ଥିବା ଧନୁଯାତ୍ରା ପାଇଁ ନିର୍ମିତ ବିରାଟକାୟ ଗେଟଟି ଭାଙ୍ଗି ଯାଇଥିଲା । ଏହା ତଳେ ଚାପି ହୋଇ ୨ଜଣ ରିକ୍ସା ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ କାଳବୈଶାଖୀ ବର୍ଷା ଯୋଗୁଁ ପଶ୍ଚିମରେ ପ୍ରଚଣ୍ଡ ଅଗ୍ନିଵର୍ଷାରୁ ସାମାନ୍ୟ ତ୍ରାହି ମିଳିଛି ।

Tags: