୯ ତାରିଖରୁ ଆରମ୍ଭ ହେବ ହର ଘର ତ୍ରିରଙ୍ଗା

୧୭ ଯାଏଁ ଚାଲିବ କାର୍ଯ୍ୟକ୍ରମ

୯ ତାରିଖରୁ ଆରମ୍ଭ ହେବ ହର ଘର ତ୍ରିରଙ୍ଗା
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଅଗଷ୍ଟ ୯ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ଏହା ୯ ଦିନ ଅର୍ଥାତ ଅଗଷ୍ଟ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ବ୍ୟାପକ ଭାବରେ କାର୍ଯ୍ୟକ୍ରମ ପାଳନ ହେବା ନେଇ ସମସ୍ତ ବିଭାଗ,ଜିଲ୍ଲାପାଳ ଓ ନିଗମ ଗୁଡିକୁ ନିର୍ଦେଶ ଜାରି କରିଛି ଗୃହ ବିଭାଗ । ଏପରିକି ସୋସିଆଲ ମିଡ଼ିଆ ଗୁଡି଼କରେ ମଧ୍ୟ ବ୍ୟାପକ ପ୍ରଚାର ପ୍ରସାର ପାଇଁ କୁହାଯାଇଛି  ।

Tags: