ଆକାଶଛୁଆଁ ସୁନା ଦର,ଏକା ଥରକେ ୨୪ ଶହ ଟଙ୍କା ବୃଦ୍ଧି ପାଇଲା
By: Samaya Live News
ଭୁବନେଶ୍ୱର : ସର୍ବାଧିକ ବୃଦ୍ଧି ପାଇ ରେକର୍ଡ କଲା ସୁନା ଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ଏକା ଥରକେ ୨୪ ଶହ ଟଙ୍କା ବୃଦ୍ଧି ପାଇ ଲକ୍ଷେ ୩୮ ହଜାର ୫୫୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୨୨୦୦ ଟଙ୍କା ବୃଦ୍ଧି ପାଇ ଲକ୍ଷେ ୨୭ ହଜାର ଟଙ୍କା ପାର୍ କରିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ଦର ଲକ୍ଷେ ୩୮ ୫୫୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ ୧୦ ଗ୍ରାମ୍ ଦର ଲକ୍ଷେ ୨୭ ହଜାର ରହିଛି।
ସମ୍ବନ୍ଧିତ ଖବର ମେ' ରେ ବାହାରିବ ମାଟ୍ରିକ ପରୀକ୍ଷାଫଳ ଦେଲେ ବୋର୍ଡ ସଭାପତି
Tags:



