ମାଓମୁକ୍ତ ହେବ ଗନ୍ଧମାର୍ଦ୍ଧନ

ମାଓମୁକ୍ତ ହେବ ଗନ୍ଧମାର୍ଦ୍ଧନ
Samaya Live News Picture
Published On

ଭୁବନେଶ୍ୱର : ମାଓମୁକ୍ତ ହେବ ରାଜ୍ୟ । ଖୁବଶୀଘ୍ର ମାଓମୁକ୍ତ ହେବ ଗନ୍ଧମାର୍ଦ୍ଧନ । ୧ ସପ୍ତାହ ଭିତରେ ଆତ୍ମସମର୍ପଣ କରିବେ ମାଓବାଦୀ । ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ଚିଠି ପରେ ଓଡିଶା ରେ କୁମ୍ବିଂ ଅପରେସନ ବନ୍ଦ । ଆସନ୍ତା ଦିନେ ୨ ଦିନ ଭିତରେ ଆତ୍ମସମର୍ପଣ କରିବେ ୧୫ ମାଓବାଦୀ ।

Tags: