ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ରାଜ୍ୟପାଳ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ରାଜ୍ୟପାଳ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ। ନବୀନ ନିବାସ ଗସ୍ତ କରି ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ପ୍ରଫେସର ଗଣେଶୀଲାଲ ।  ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।  ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡ଼ିଶାରେ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ ପ୍ରଫେସର ଗଣେଶୀଲାଲ ।  ୨୦୧୮ ମେ ୨୯ରୁ ୨୦୨୩ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଓଡିଶାର ରାଜ୍ୟପାଳ ଥିଲେ ପ୍ରଫେସର ଗଣେଶୀ ଲାଲ ।

Read More ଡିସେମ୍ବର ୩୧ ଯାଏଁ ଇ-କେୱାଇସି ବୃଦ୍ଧି

 

Read More ପିଏମଶ୍ରୀ ସ୍କୁଲର ୩୫ ଛାତ୍ରଛାତ୍ରୀ ଅସୁସ୍ଥ

Tags: