ଖସିଲା ସୁନା,ରୁପା ଦର
By: Samaya Live News
ଭୁବନେଶ୍ୱର : ଲଗାତାର ୪ର୍ଥ ଦିନରେ ଖସିଲା ସୁନା ଓ ରୂପ ଦର I ଫେବୃଆରୀ ମାସ ପ୍ରଥମ ସପ୍ତାହରୁ ହ୍ରାସ ପାଇଛି ସୁନା, ରୁପା ଦର । ୨୪ କ୍ୟାରେଟ ସୁନା ଦର ୯ ହଜାର ୫୦ ଟଙ୍କା ଖସି ୧୦ ଗ୍ରାମ ପିଛା ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କା ରହିଛି।
ସମ୍ବନ୍ଧିତ ଖବର ଶ୍ରୀମନ୍ଦିର ପ୍ରଶାସନର ଚୂଡାନ୍ତ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ
ଅନ୍ୟପଟେ ରୁପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ହୋଇଛି ୩ ଲକ୍ଷ ହୋଇଛି । ଜାନୁଆରୀ ୩୦ରେ ରୂପା ମୂଲ୍ୟ ୪ ଲକ୍ଷରୁ ଅଧିକ ଥିଲା।
ସମ୍ବନ୍ଧିତ ଖବର ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ସମ୍ବନ୍ଧିତ ଖବର ଭିଜିଲାନ୍ସ ଜାଲରେ ଅନୁଗୋଳ ହସ୍ପିଟାଲର କନିଷ୍ଠ ସହାୟକ
Tags:



