ଶ୍ରୀ ପତିତପାବନଙ୍କ ଆଳତିରେ ଅହେତୁକ ବିଳମ୍ବ,ଭକ୍ତ ନିରାଶ

ଶ୍ରୀ ପତିତପାବନଙ୍କ ଆଳତିରେ ଅହେତୁକ ବିଳମ୍ବ,ଭକ୍ତ ନିରାଶ

ପୁରୀ : ପୁଣି ଥରେ ଶ୍ରୀ ମନ୍ଦିରରେ ନୀତି ବିଭ୍ରାଟ । ବିଳମ୍ବରେ ଖୋଲିଲା ପତିତପାବନଙ୍କ ମନ୍ଦିର । ବହୁ ବିଳମ୍ବରେ ହେଲା ପତିତପାବନଙ୍କ ଆଳତି । ପତିତପାବନଙ୍କ ଦର୍ଶନ ନପାଇ ନିରାଶ ହୋଇଥିଲେ ଶ୍ରଦ୍ଧାଳୁ। ସକାଳ ୯.୫୪ ମିନିଟରେ ପତିତପାବନ ଶ୍ରୀ ଜଗନ୍ନାଥଙ୍କ ଆଳତି ହେବାରୁ ଭୋରରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇ ନଥିଲେ । ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ଷୋଭ ଦେଖାଦେଇଥିଲା । ଜଣେ ସେବାୟତଙ୍କ ବ୍ୟକ୍ତିଗତ କାରଣରୁ ଏଭଳି ସ୍ଥିତି ଉପୁଜିଥିବା ସୂଚନା । ତେବେ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।   

ସମ୍ବନ୍ଧିତ ଖବର ୪ ଭକ୍ତ ନିବାସର ପାର୍କିଂ ଫି'ବୃଦ୍ଧି ନିଷ୍ପତ୍ତି

 

ସମ୍ବନ୍ଧିତ ଖବର ବିଳମ୍ବରେ ଆସିବାରୁ ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ବାରଣ କଲେ ଜିଲ୍ଲାପାଳ

Tags: