କଳାରାହାଙ୍ଗରେ ଜବର ଦଖଲ ଉଚ୍ଛେଦ

ବିଡିଏ ,ବିଏମ୍ସି ,ଜିଏ ର ମିଳିତ ଉଚ୍ଛେଦ

କଳାରାହାଙ୍ଗରେ ଜବର ଦଖଲ ଉଚ୍ଛେଦ
Samaya Live News Picture
Published On

ଭୁବନେଶ୍ୱର :  ରାଜଧାନୀ ପଟିଆ ଅଞ୍ଚଳରେ ପୁଣି ଥରେ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା । ପଟିଆ ଅଞ୍ଚଳରେ ଥିବା କଳାରାହାଙ୍ଗ ରେଗେଡ଼ି ବସ୍ତିରେ ଉଚ୍ଛେଦ ହେଉଛି । ସରକାରୀ ଜମିକୁ ଜବରଦଖଲ କରିଥିବା ପାଖାପାଖି ୫୦ରୁ ଉର୍ଦ୍ଧ୍ବ ଘର ସମେତ କିଛି ଦୋକାନ ଘର ଭଙ୍ଗା ଯାଉଛି । ବିଡିଏ ,ବିଏମ୍ସି ,ଜିଏ ମିଳିତ ଭାବେ ଉଚ୍ଛେଦ କରୁଛନ୍ତି ।  

Tags: